୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! ମୃତଦେହ ଉଦ୍ଧାର

 

A 9-year-old girl was killed after mischief! The body was recovered

ଅର୍ଗସ ବ୍ୟୁରୋ : ବାଲେଶ୍ବରରେ ଲଜ୍ଜା। ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା! ପରିତ୍ୟକ୍ତ ବନ୍ଦ କୋଠରିରୁ ନାବାଳିକାର ଗଳିତ ମୃତଦେହ ଉଦ୍ଧାର। ବାଲେଶ୍ଵର ଆଲଏଜ୍ ପାଖରେ ଥିବା ଏକ ପରିତ୍ୟକ୍ତ କୋଠରିରୁ ମୃତଦେହ ଉଦ୍ଧାର କରାଯାଇଛି।

ଅଧିକ ପଢନ୍ତୁ : ଯୁବତୀଙ୍କୁ ୪ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।  ୩ ଦିନ ହେଲା ନାବାଳିକା ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିଲା। ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Post a Comment (0)
Previous Post Next Post