ପ୍ୟାରିସ ଅଲମ୍ପିକ୍ସ ଫାଇନାଲରେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା

 



ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସ କମାଲ ଦେଖାଇଛନ୍ତି ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା,ଫାଇନାଲରେ କରିଛନ୍ତି ପ୍ରବେଶ । ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି। ତାଙ୍କ ଠୁ ପୁଣି ସ୍ବର୍ଣ୍ଣ ଆଶା ରହିଛି। ଚଳିତ ଋତୁରେ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।ଚୋପ୍ରା ଯଦି ସ୍ୱର୍ଣ୍ଣ ପଦକ ଜିତିବେ ତେବେ ସେ ଅଲିମ୍ପିକ୍ସ ଇତିହାସରେ ପଞ୍ଚମ ଖେଳାଳି ଭାବେ ଟାଇଟଲ ବଜାୟ ରଖିବେ ।

Post a Comment (0)
Previous Post Next Post