ଚୋରା ଚାଲାଣ ବେଳେ କେନ୍ଦୁପତ୍ର ସହ ପିକଅପ ଜବତ



 ସମ୍ବଲପୁର:  ଚୋରା ଚାଲାଣ ବେଳେ କେନ୍ଦୁପତ୍ର ସହ ପିକଅପ ଜବତ। ଜମନକିରା ଫରେଷ୍ଟ ରେଞ୍ଜ ବଡ଼କୁଦର ନିକଟସ୍ଥ କିଆଝରଣ ଠାରୁ ଆଜି କେନ୍ଦୁପତ୍ର ବିଭାଗ ଓ ବନବିଭାଗ ମିଳିତ ଭାବେ ପ୍ରାୟ 8.16 କୁଇଣ୍ଟାଲ କେନ୍ଦୁପତ୍ର ଜବତ କରିଛନ୍ତି।

ଯାହାର ବଜାରରେ ଆନୁମାନିକ ମୂଲ୍ୟ ପ୍ରାୟ 2.5ଲକ୍ଷ ଟଙ୍କା ହେବ। ଘଟଣାରେ ସମ୍ପୃକ୍ତ ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳ ର 4 ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଛି। 

ଅଧିକ ପଢନ୍ତୁ ଓଡିଶା ଖବର 

Post a Comment (0)
Previous Post Next Post