ସ୍ତ୍ରୀକୁ ଶାବଳରେ ଭୂଷି ହତ୍ୟା କଲା ସ୍ବାମୀ



 ବ୍ରହ୍ମପୁର :  ସ୍ତ୍ରୀକୁ ଶାବଳରେ ଭୂଷି ହତ୍ୟା କଲା ସ୍ବାମୀ ।  ବ୍ରହ୍ମପୁର ସଦର ଥାନା ରୋହିଗାଁରେ ଘଟିଛି ଏ ହତ୍ୟାକାଣ୍ଡ । ମୃତ ମହିଳା ଜଣକ ଝୁନୁ ଜେନା । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସ୍ବାମୀ ରାଜୁ ଜେନା ଅଟକ ରହିଛି । ବିଳମ୍ବିତ ରାତିରେ ଘରେ କୌଣସି କଥାକୁ ନେଇ ସ୍ତ୍ରୀ ପେଟକୁ ଶାବଳ ଭୁସି ଦେଇଥିବା ବେଳେ ଘରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post