CASରେ ଫୋଗାଟ୍‌ଙ୍କ ଆବେଦନ ଖାରଜ ହେବା ପରେ ଫେରୁଛନ୍ତି ଭିନେସ

 

Vinesh Phogat CAS verdict Highlights: Setback for wrestler as plea for silver medal in Olympics dismissed

ଅର୍ଗସ ବ୍ୟୁରୋ:   ଆଜି ପ୍ୟାରିସରୁ ସ୍ବଦେଶ ଫେରିବେ ଭିନେସ ଫୋଗାଟ । CASରେ ଫୋଗାଟ୍‌ଙ୍କ ଆବେଦନ ଖାରଜ ହେବା ପରେ ଫେରୁଛନ୍ତି ଭିନେସ । କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପଇଁ ପ୍ୟାରିସ ଅଲମ୍ପିକରେ 50 କେଜି ଫ୍ରି-ଷ୍ଟାଇଲ୍ କୁସ୍ତି ଫାଇନାଲ୍‌ରୁ ବାଦ୍ ପଡ଼ିଥିଲେ ଫୋଗାଟ୍। ଏହା ବିରୋଧରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CASରେ ଆବେଦନ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post