ଭାଲୁ ଆକ୍ରମଣରେ ଗୁରୁତର

 ଅର୍ଗସ ବ୍ୟୁରୋ: ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘଷିପୁରା ଥାନା କାଦୁଅବାହାଳି ଗାଁର ଗଙ୍ଗାଧର ମୁଣ୍ଡା ନାମକ ବ୍ୟକ୍ତି ସକାଳୁ ଶୌଚ ହେବାକୁ ଗାଁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ସମୟରେ ଅଚାନକ ୪ ଟି ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ତେବେ କୌଶଳକ୍ରମେ ସେ ସେଠାରୁ ଖସି ଆସିଥିଲେ। ଗଙ୍ଗାଧର ଙ୍କ ଛାତି ସମେତ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି।


ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post