ନଭେମ୍ବର ୧୫ ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

 କଟକ :  କଟକ ଐତିହାସିକ ବାଲିଯାତ୍ରା ପାଇଁ ବାଜିଲା ବିଗୁଲ। ନଭେମ୍ବର ୧୫ ରୁ ଆରମ୍ଭ ହେବ ଚଳିତ ବର୍ଷର କଟକ ଐତିହାସିକ ବାଲିଯାତ୍ରା। ନଭେମ୍ବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା। ବାଲିଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ। ସମସ୍ତ ବିଭାଗ ସହ ପ୍ରସ୍ତୁତି ନେଇ ହୋଇଛି ଆଲୋଚନା।


ଅଧିକ ପଢନ୍ତୁ ଓଡିଶା ଖବର

ଏଥରେ ଗ୍ରାଣ୍ଡ ବାଲିଯାତ୍ରା କରିବା ପାଇଁ ଲକ୍ଷ୍ୟ। ଚଳିତ ଥର  ଜାତୀୟ ସ୍ତରର ନେତା, ଭିଆଇପି ଓ ଭିଭିଆଇପିଙ୍କ ଆସିବାର ସମ୍ଭାବନା ରହିଛି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାଲିଯାତ୍ରା ପ୍ରସ୍ତୁତି ନେଇ ହୋଇଥିବା ବୈଠକ ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ସୂଚନା।

Post a Comment (0)
Previous Post Next Post