ସୁରକ୍ଷା ବାହିନୀଙ୍କ କ୍ୟାମ୍ପ ଉପରକୁ ଆକ୍ରମଣ କଲେ ମାଓବାଦୀ

 ଅର୍ଗସ ବ୍ୟୁରୋ:  ଛତିଶଗଡ଼ ସୁକମାରେ ମାଓ ହାମଲା । ସୁକମାର ଗୋମଗୁଡାରେ ସ୍ଥାପିତ ସୁରକ୍ଷା ବାହିନୀଙ୍କ କ୍ୟାମ୍ପ ଉପରକୁ ଆକ୍ରମଣ କଲେ ମାଓବାଦୀ । ନକ୍ସଲଙ୍କ BGL ମାଡରେ ଦୁଇ ଯବାନ ଆହତ । ନକ୍ସଲଙ୍କ ଆକ୍ରମଣ ପରେ ପାଲଟା ଜବାବ ଦେଉଛନ୍ତି ସୁରକ୍ଷା ବାହିନୀ । ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଚାଲିଥିବା ସୂଚନା ।



ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post