ଅର୍ଗସ ବ୍ୟୁରୋ : ଟିଟିଲାଗଡ଼ ପରେ ସୁନ୍ଦରଗଡ଼ । ଡାକ୍ତରଖାନାରୁ ଫେରାର ମାରିଲା କଏଦୀ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରାଧୀନ କଏଦୀ ଫେରାର ମାରିଛି । ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟକାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲା କଏଦୀ ଅର୍ଜୁନ ମୁଣ୍ଡା । ଗତ ୨୯ ତାରିଖରେ ଏକ ଅସ୍ତ୍ରୋପଚାର ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲା । ଆଜି ସେ ଫେରାର ମାରିବା ପରେ ଟାଉନ ପୋଲିସ ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
