ଭୁବନେଶ୍ୱର ପୋଲିସ ଭବନରେ ପୋଲିସ ପଦକ ଉତ୍ସବ

 ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଭବନରେ ପୋଲିସ ପଦକ ଉତ୍ସବ। 108ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ଓଡିଶା ପୋଲିସର ବିଭିନ୍ନ କ୍ଷେତ୍ରରେ ଉଲେଖନିୟ ସେବା ପାଇଁ ଏହି ପଦକ ପ୍ରଦାନ କରାଯାଇଛି। ଯେଉଁଥିରେ ଅଛନ୍ତି 6 ଜଣ IPS ଅଧିକାରୀ।  



ପଦକ ପାଇଥିବା IPS ହେଲେ ଅତିରିକ୍ତ ଡିଜି ରାଜେଶ କୁମାର, ଡିଆଇଜି ନିତୀ ଶେଖର, ଜଗତସିଂହପୁର ଏସପି ରାହୁଲ ପି. ଆର, ମୟୁରଭଞ୍ଜ ଏସପି ଏସ. ସୁଶ୍ରୀ, ବୌଦ୍ଧ ଏସପି ରାଜ ପ୍ରସାଦ, କନ୍ଦମଳ ଶୁଭେନ୍ଦୁ ପାତ୍ରଙ୍କ ସମେତ ରାଉଲକେଲା ଭିଜିଲାନ୍ସ ଏସପି ଦେବ ନାରାୟଣ ଦାସ। ସେହିପରି ଭୁବନେଶ୍ୱର ଟିଟିଆଇ ଟ୍ରେନିଂ ଡିସିପିଙ୍କ ସମେତ 108ଜଣଙ୍କୁ ଡିଜିପଦକ ଓ ମାନପତ୍ର ଦିଆଯାଇଛି। 
ଅଧିକ ପଢନ୍ତୁ  ଓଡ଼ିଶା  ଖବର 

Post a Comment (0)
Previous Post Next Post