ଅର୍ଗସ ବ୍ୟୁରୋ : ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝି କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଫେକ ଭିଡିଓ ଦେଖାଇ ମନ୍ତବ୍ୟ ଦେଇଥିଲେ । ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡି ଏଭଳି ବୟାନ ଦେଉଛନ୍ତି । ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିର୍ବାଚନ ପ୍ରଚାର ଆଭିଯାନ ବେଳେ ଗତକାଲି ପ୍ରଚାର କରିଲା ବେଳେ ବିଜୁ ଜନତା ଦଳର ଲୋକସଭା ପାର୍ଥି ମାନନୀୟ ଗୃହମନ୍ତ୍ରୀ ଙ୍କ ବିରୋଧରେ ଫେକ ଭିଡିଓ ଦେଖାଇ ମନ୍ତବ୍ୟ ଦେଇଥିଥିଲେ । ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡି ଏଭଳି ଶ୍ରୀ ମାଝୀ ଏଭଳି ବୟାନ ଦେଉଛନ୍ତି । ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଚି କହିଲେ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ନିକଟରେ ଫେରାଦ ହେବୁ । ଭୁବନେଶ୍ୱର ଯାଇ ଥାନାରେ ମାମଲା ବି କରିବୁ । ଫେକ ଭିଡ଼ିଓ ଯାରି କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇ ସାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।