ଶୋଇଥିବାବେଳେ ଭାଇ-ଭଉଣୀକୁ ଗୁଳିମାଡ

 Highlights

ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡାରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ।

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡାରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଭାଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ପ୍ରକାଶ ମିର୍ଧା ଓ ଯାଜ୍ଞସେନୀ ମିର୍ଧାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଝିଅ ଯାଜ୍ଞସେନୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ SCB କୁ ସ୍ଥାନାନ୍ତରିତ କରାଯାଇଛି । କିଏ ଓ କାହିଁକି ଗୁଳିକାଣ୍ଡ କରିଛି ଜଣାପଡିନାହିଁ । କିଶରନଗର ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।


Post a Comment (0)
Previous Post Next Post